Saturday 14 August 2021

୭୫ତମ ସ୍ବାଧୀନତା ଦିବସର ଅଭିନନ୍ଦନ



 ୭୫ତମ ସ୍ବାଧୀନତା ଦିବସର ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।ଅଗଣିତ ସ୍ବାଧୀନତା ସେନାନୀଙ୍କ ସଂକଳ୍ପସିଦ୍ଧ ସାଧନା  ଲହୁଲୁହ ସହ ଚରମତ୍ୟାଗ ଫଳରେ ଆମେ ସ୍ବାଧୀନ ଦେଶର ନାଗରିକ ହେବାର ସୌଭାଗ୍ୟ ଲାଭ କରିଛୁ।ଏକ ସ୍ବାବଲମ୍ବୀ ବିକଶିତ ଆତ୍ମନିର୍ଭରଶୀଳ ଦେଶ ଗଠନ ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଉଚିତ।

No comments:

Post a Comment